ବିଶେଷ ଖବର ବ୍ରିଟିଶଙ୍କ ଶାସନଦ୍ୱାରା ଭୋକ ଉପାସରେ ୩୦ ଲକ୍ଷ ଭାରତୀୟଙ୍କ ମୃତ୍ୟୁ: କୁକୁର ଓ ଶାଗୁଣା ଖାଉଥିଲେ ଶବ ନୂଆଦିଲ୍ଲୀ: ୧୯୪୩ ମସିହାରେ ପଶ୍ଚିମବଙ୍ଗର ପଶଗୁରା ଥାନା ଅନ୍ତର୍ଗତ ଶାହପୁରା ପୋଟା ଗାଁ। ଜଣେ ବୁଣାକାର ନିଜ ପରିବାରକୁ ଦିନକୁ ଦୁଇ ଥର ଭୋଜନ ମଧ୍ୟ ଦେଇପାରୁନଥିଲେ।…