ବିଶେଷ ଖବର ଆତଙ୍କବାଦକୁ ଅର୍ଥ ଯୋଗାଣ ବିରୁଦ୍ଧରେ ତୃତୀୟ “ନୋ ମନି ଫର ଟେରର’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ନୂଆଦିଲ୍ଲୀ: ଆତଙ୍କବାଦର ମୁକାବିଲା ଦିଗରେ ମନରେ କୌଣସି ଦ୍ୱିଧା ରଖିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ କଣ୍ଠରେ କହିଛନ୍ତି। ଆତଙ୍କବାଦ ନିଜର ବିଦେଶ ନୀତି…