ଅପରାଧ ପଣ୍ଡ ହେଲା ପାକିସ୍ଥାନର ଷଡଯନ୍ତ୍ର, ଅନୁପ୍ରବେଶ କରୁଥିବା ଆତଙ୍କବାଦୀକୁ ଗିରଫ କଲା ସୁରକ୍ଷା ବାହିନୀ ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାକୁ ପାକିସ୍ତାନର ଷଡଯନ୍ତ୍ରକୁ ନେଇ ଏକ ବଡ଼ ଖୁଲାସା ହୋଇଛି। କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ…