ଅପରାଧ ଜମ୍ମୁ କାଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ବିଜେପି ନେତା ଜାଭେଦ୍ ଅହମ୍ମଦ ଦାରଙ୍କ ପ୍ରାଣହାନୀ ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି। ଆକ୍ରମଣକାରୀମାନେ ଦକ୍ଷିଣ କାଶ୍ମୀର ଜିଲ୍ଲାର ବ୍ରଜଲୁ ଜାଗିର ଅଞ୍ଚଳରେ ବିଜେପି…