ଅପରାଧ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ-ସେନା ମୁହାଁମୁହିଁ: ୨ ଯବାନ ସହିଦ, ୪ ଆହତ ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ରାଜୌରୀରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୂଚନା ଅନୁଯାୟୀ, ଜମ୍ମୁ କାଶ୍ମୀରର ରାଜୌରୀରେ ସର୍ଚ୍ଚ ଅପରେସନ୍ ସମୟରେ…