ଅନ୍ତରାଷ୍ଟ୍ରୀୟ ମିଳିତ ଜାତିସଂଘରେ ଭାରତକୁ ମିଳିଲା ଗୁରୁ ଦାୟିତ୍ଵ: ତିନୋଟି ସମିତିରେ କରିବ ଅଧ୍ୟକ୍ଷତା ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତକୁ ମିଳିଛି ଗୁରୁ ଦାୟିତ୍ଵ। ୨୦୨୨ରେ ଆତଙ୍କବାଦ ନିରୋଧି ସମିତର ଅଧ୍ୟକ୍ଷତା ଭାରତ କରିବ। ଭାରତ ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ…