ଅନ୍ତରାଷ୍ଟ୍ରୀୟ କଡା ଜବାବ ଦିଆଯିବ: ଭାରତ ସାମ୍ନାରେ ଆତ୍ମସମର୍ପଣର ଚିତ୍ର ସେୟାର କରି ପାକିସ୍ତାନକୁ ଧମକ ଦେଲା ତାଲିବାନ ନୂଆଦିଲ୍ଲୀ: ୧୯୭୧ ମସିହାରେ ଭାରତ-ପାକିସ୍ଥାନ ଯୁଦ୍ଧର ଚିତ୍ର ସେୟାର କରି ପଡୋଶୀ ଦେଶକୁ ତାଲିବାନ ନେତା ଅହମ୍ମଦ ୟାସିର ଚିନ୍ତାରେ ପକାଇଛନ୍ତି। ବାସ୍ତବରେ, ଅହମ୍ମଦ ୟାସିର ୧୯୭୧…