ଆତ୍ମୋତ୍ସର୍ଗ ଦିବସ

ଭୁବନେଶ୍ବର: ଆଜି ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ମରଣୀୟ ଦିନ। କାରଣ ୧୯୪୨ ମସିହା ଆଜିର ଦିନରେ ନବରଙ୍ଗପୁର ଜିଲ୍ଲା ପାପହାଣ୍ଡିରେ ଘଟିଥିଲା ଏକ ନରସଂହାର…