ଜାତୀୟ ଖବର ଆଦାନୀଙ୍କ ପୁରୀ ଗସ୍ତ ଓ ରଥଯାତ୍ରା ବିଭ୍ରାଟ ନେଇ ବିସ୍ପୋରଣ କଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, କହିଲେ…. ଭୁବନେଶ୍ୱର : ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା । ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା…