ଆଦିକବି ସାରଳାଦାସ

ଭୁବନେଶ୍ବର: ଆଦିକବି ସାରଳା ଦାସଙ୍କ ମହାଭାରତ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ପ୍ରାକୃତ ଭାଷାରେ ରଚିତ ଏହି ମହାଗ୍ରନ୍ଥର ପ୍ରତ୍ୟେକ ପଦରେ ଭରି ରହିଛି ଉତ୍କଳ ମାଟିର ବାସ୍ନା।…