ଜାତୀୟ ଖବର ଭୁବନେଶ୍ବରରେ କେନ୍ଦ୍ର ସାହିତ୍ୟ ଏକାଡେମୀ କରିବ ସର୍ବ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ ଭୁବନେଶ୍ବର: ଆସନ୍ତା 15 ତାରିଖ ରବିବାର ଦିନ ଭୁବନେଶ୍ବରରେ ହେବ ସର୍ବଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ। ଏହି ସମ୍ମିଳନୀ ଦୁଇ ଦିନ ଧରି ରବିନ୍ଦ୍ର ମଣ୍ଡପରେ ଆୟୋଜିତ…