ବିଶେଷ ଖବର ଜାଣିବାକୁ ଚାହୁଁଛନ୍ତି କି, ଆଧାର କେନ୍ଦ୍ର କେଉଁଠି?, ତେବେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ ନୂଆଦିଲ୍ଲୀ: ଭାରତରେ ଆଧାର କାର୍ଡ ହେଉଛି ସର୍ବାଧିକ ବ୍ୟବହୃତ ପରିଚୟ ପତ୍ର। ଭାରତରେ ଆଧାର କାର୍ଡ ଯୋଜନା ୨୦୦୯ ମସିହାରେ ତତ୍କାଳୀନ ସରକାର ଦ୍ୱାରା ଆରମ୍ଭ ହୋଇଥିଲା।…