ଜାତୀୟ ଖବର ଫ୍ରାନ୍ସର ଆନେସି ଆନ୍ତର୍ଜାତୀୟ ଆନିମେସନ୍ ମହୋତ୍ସବରେ ଭାରତର ସୃଜନଶୀଳ ଅର୍ଥନୀତି ପ୍ରଦର୍ଶିତ ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନେସି ଇଣ୍ଟରନେସନାଲ ଆନିମେସନ୍ ଫେଷ୍ଟିଭାଲ୍ (ଏଆଇଏଏଫ୍) ରେ ଭାରତ ଅଂଶଗ୍ରହଣ କରିଛି। ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ…