ଆଜିର ଖବର ୩ ଆନ୍ତଃ ରାଜ୍ୟ ଚୋର ଗିରଫ: ବହୁ ପରିମାଣର ରୁପା ଓ ନଗଦ ଟଙ୍କା ଜବତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ମାସରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟା ବେଞ୍ଚ ଛକରେ ଅବସ୍ଥିତ ଶ୍ରୀ ଅଳଙ୍କାର ଦୋକାନରୁ ଲୁଟ ହୋଇଥିଲା। ଏହି ଘଟଣାରେ…