ଆଜିର ଖବର ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟିକ ବିମାନ ଉପରେ ଲାଗିଲା ପ୍ରତିବନ୍ଧକ ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟସ୍ ବୃଦ୍ଧି ପାଉଥିବା ବେଳେ ବାଣିଜ୍ୟିକ ଯାତ୍ରୀ ସେବାର ବାତିଲକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସର୍କୁଲାରରେ ଏହା ସ୍ପଷ୍ଟ…