ଅନ୍ତରାଷ୍ଟ୍ରୀୟ ରାଜ୍ୟ ପାଇଁ ଗୌରବ: ଦ. ଆଫ୍ରିକାରେ ରୌପ୍ୟ ପଦକ ଜିତିଲେ ନାକଟିଦେଉଳର ଅମୀୟ ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଉପରମୁଣ୍ଡାର ଯୁବ ପ୍ରତିଭା ଅମିୟ କୁମାର ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମଡ଼ର୍ଣ୍ଣ ପେଣ୍ଟାଥଲନ ଚମ୍ପିୟାନ ସିପରେ ଦୌଡ଼…