ଆଜିର ଖବର ସମ୍ଭାବ୍ୟ ବାତ୍ୟା ପ୍ରଭାବ: ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରର ଦୁଇ ମାଛଧରା ଟ୍ରଲର ଛତ୍ରପୁର: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବାରୁ ଗଭୀର ସମୁଦ୍ରରେ ଫସିଯାଇଥିବା ଆନ୍ଧ୍ରପ୍ରଦେଶର ଦୁଇଟି ମାଛଧରା ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ ଭାବେ ଆଶ୍ରୟ ନେଇଛନ୍ତି।…