ଅନ୍ତରାଷ୍ଟ୍ରୀୟ ଆମେରିକା ହେଲିକପ୍ଟରରେ ଦଉଡିରେ ବାନ୍ଧି ଜଣେ ବ୍ୟକ୍ତିଙ୍କୁ ଆକାଶରେ ଉଡାଉଛି ତାଲିବାନ: ଭିଡ଼ିଓ ହେଲା ଭାଇରାଲ ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟମାନେ ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ କାବୁଲ ଛାଡିଦେଇଛନ୍ତି। ଏହି ସମୟରେ ତାଲିବାନ ସଂଗ୍ରାମୀମାନେ ଖୁସିରେ କିଛି ସ୍ଥାନରେ ଗୁଳି ଚଳାଇଥିବାର…