ଆଜିର ଖବର କଟକର ଅଳିଆ ଆବର୍ଜ୍ଜନାରୁ ବାହାରିବ ଜାଳେଣି ଗ୍ୟାସ, ଅଏଲ ଇଣ୍ଡିଆ ସହ ବୁଝାମଣା କଲା ସିଏମସି କଟକ: ପୁରୁଣା ସହର କଟକରୁ ବାହାରୁ ଥିବା ଅଳିଆ ଆବର୍ଜନା ଏବେ ସେହି ଲୋକଙ୍କର କାମରେ ଆସିବ। ଏହି ବ୍ୟର୍ଜ ବସ୍ତୁରୁ ବାହାରିବ ରନ୍ଧନ ଗ୍ୟାସ। ଏଥିପାଇଁ…