ଆଜିର ଖବର ଗୋଆବାସୀଙ୍କ ପାଇଁ କେଜ୍ରିୱାଲଙ୍କ ଆଉ ଏକ ବଡ ଘୋଷଣା: ମାଗଣାରେ ବିଦ୍ୟୁତ ଏବଂ ବେକାରୀଙ୍କୁ ୩ ହଜାର ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଉ ଏକ ବଡ ଘୋଷଣା କରିଛନ୍ତି। ଏହି ଘୋଷଣା ଗୋଆ ରାଜ୍ୟର ଜନତାଙ୍କ…