ଆଜିର ଖବର ପଞ୍ଜାବରେ ନିର୍ବାଚନ ଜିତିଲେ ବିଦ୍ୟୁତ ଦେୟ ମୁକ୍ତ ହେବ: ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଆମ ଆଦ୍ମି ପାର୍ଟି ଜୋର ଲଗାଇଦେଇଛି। ଆପ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ…