ଆମ ରାଷ୍ଟ୍ରପତି: ଆମ ଗୌରବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୱର ତୁଙ୍ଗିମା ଏବଂ ନେତୃତ୍ୱର ନିପୁଣତା କେବଳ ଭାରତବାସୀଙ୍କର କାହିଁକି, ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିଛି। ସରଳତା ତାଙ୍କର ଭୂଷଣ,…