ଆଜିର ଖବର ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କର ସଂପତ୍ତିକୁ ଖୋଳି ବାହାରକଲା ଭିଜିଲାନସ, ଜାଣନ୍ତୁ କଣ ମିଳିଲା ଭୁବନେଶ୍ବର: ଆଜି ସକାଳେ ଭିଜିଲାନ୍ସ ଅଧିକାରୀମାନେ ଜଣେ ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଥିଲେ। ସେ ହେଉଛନ୍ତି ବଲାଙ୍ଗୀର ଆୟୁର୍ବେଦ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ…