ଆଜିର ଖବର ୧୦ ହଜାର ଲାଞ୍ଚ ନେବା ହେଲା କାଳ: ଭିଜିଲାନ୍ସ ହାତରେ ଧରା ହେଲେ ଆରଆଇ ରେଢ଼ାଖୋଲ (କନ୍ଦର୍ପ ବେହେରା): ଜୈନିକ ବ୍ୟକ୍ତିଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଗଲେ ଡ଼ଇଁଚା ଆର…