ଆଜିର ଖବର ଜୁନାଗଡ ଆରଏମ୍ସି ଦୁର୍ନୀତି ପ୍ରସଙ୍ଗ : ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାପାଳଙ୍କ ତଦନ୍ତ ଶୀତଳ ଭଣ୍ଡାରରେ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦେଢ ମାସ ମଧ୍ୟରେ ଜୁନାଗଡ ଆରଏମସିର ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ଡବଲୁ୍ୟପିସି ୨୬୩୯୯/୨୦୧୯…