ଅପରାଧ ଖୋର୍ଦ୍ଧା ଜିଲ୍ଲାରେ ଜାମିନି ବିହୀନ ଗିରଫ ପରୱାନା ସ୍ଵତନ୍ତ୍ର ଅଭିଯାନ: କୋର୍ଟ ଚାଲାଣ ହେଲେ ୫୨୧ ଅଭିଯୁକ୍ତ ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୫୨୧ ଜଣ ଜାମିନି ବିହୀନ ଗିରଫ ପରୱାନା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଏବଂ…