ଆଜିର ଖବର କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେ ଆରପିଏନ୍ ସିଂ!: ମୌର୍ଯ୍ୟଙ୍କ ବିରୋଧରେ ଲଢିପାରନ୍ତି ନିର୍ବାଚନ ନୂଆଦିଲ୍ଲୀ: କଂଗ୍ରେସର ବଡ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ୍ ସିଂ ଆଜି ବିଜେପିରେ ଯୋଗ ଦେଇପାରନ୍ତି। ଆରପିଏନ୍ ସିଂ ୟୁପିରେ ପୂର୍ବାଞ୍ଚଳର ପଡରେନା ନିବାସୀ।…