ଆର୍ଥିକ କରିଡର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡରକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହା ସହଯୋଗ, ନବସୃଜନ ଏବଂ ସହଭାଗୀ ପ୍ରଗତିର ପ୍ରତୀକ ହେବ…