ଆଜିର ଖବର ରାଜ୍ୟର ଆୟୁର୍ବେଦ ଓ ହୋମିଓପ୍ୟାଥି କ୍ୟାଡରର ଦରମାରେ ସଂଶୋଧନ, ଜାଣନ୍ତୁ କେତେ ? ଭୁବନେଶ୍ବର: ରାଜ୍ୟ ସରକାର ଓ଼ିଶା ଆୟୁର୍ବେଦ ଏବଂ ହୋମିଓପ୍ୟାଥି ମେଡିକାଲ ସେବା କ୍ୟାଡର ଦରମାରେ ସଂଶୋଧନ ଆଣିଛନ୍ତି। ଏ ନେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ପରିବାର କଲ୍ୟାଣ…