ଆଜିର ଖବର କେବେ ସମ୍ପୂର୍ଣ୍ଣ ହେବ ବାଲୁଗାଁ-ବାଣପୁର ରେଳବାଇ ଓଭରବ୍ରିଜ: କାର୍ଯକ୍ଷମ ହେବା ପରେ ବି ଆଲୋକୀକରଣ ହୋଇପାରୁନି ସୀତାରାମ ଅଗ୍ରଓ୍ବାଲ ଚିଲିକା: ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି ହେଲେ ତାହା ଅଧପନ୍ତରିଆ। ଏଠି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ରେଳବାଇ ଓଭରବ୍ରିଜ ବିଷୟରେ।…