ଆଜିର ଖବର ସରକାର-କୃଷକ ମଧ୍ୟରେ ଆଲୋଚନା ଫଳଶୂନ୍ୟ: ୮ ତାରିଖ ହେବ ପରବର୍ତ୍ତୀ ଆଲୋଚନା ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଚାଷୀଙ୍କ ମଧ୍ୟରେ ଚାଲିଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନା ସମାପ୍ତ ହୋଇଛି। ଏହି ଆଲୋଚନାରେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।…