ବିଶେଷ ଖବର ଭାରତ ପାଇଁ ଆଶ୍ଵସ୍ତିର ଖବର, ଅଶୋଧିତ ତୈଳ ମୂଲ୍ୟରେ ୧୩ ପ୍ରତିଶତ ହ୍ରାସ ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନାକୁ ଭୟ କରି ଦେଶବାସୀଙ୍କ ପାଇଁ କିଛି ଆଶ୍ଵସ୍ତି ମିଳିବାର ଖବର ରହିଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ…