ଆଜିର ଖବର ଆଜି ବାଣପୁର ପ୍ରସିଦ୍ଧ ପବିତ୍ର ଭେଟ ଅମାବାସ୍ୟା: ଜାଣନ୍ତୁ କ’ଣ ରହିଛି ପ୍ରଥା? ବାଣପୁର (ସୀତାରାମ ଅଗ୍ରୱାଲ): ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗୋତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ କାହିଁ କେଉଁ କାଳରୁପାଳନ କରାଯାଉଥିବାର…