ବିଶେଷ ଖବର ୩ ଟି ରାଜ୍ୟରେ ହାରିବା ପରେ ଇଣ୍ଡି ମେଣ୍ଟରେ କଂଗ୍ରେସର ଗୁରୁତ୍ୱ ହ୍ରାସ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ହିନ୍ଦୀ ଅଞ୍ଚଳ ଭଳି ତିନିଟି ରାଜ୍ୟରେ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।…