ଆଜିର ଖବର କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଆସାମ ରାଇଫଲ୍ସ ବାଟାଲିୟନ ଜମି ମିଜୋରାମ ସରକାରଙ୍କୁ ହସ୍ତାନ୍ତର ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ରାଇଫଲ୍ସ ବାଟାଲିୟନ ଜମିକୁ ମିଜୋରାମ ସରକାରଙ୍କୁ ହସ୍ତାନ୍ତର ଏବଂ ମାନଚିତ୍ରର ଆନୁଷ୍ଠାନିକ ଆଦାନ…