ଅପରାଧ ଆସାରାମଙ୍କୁ ମିଳିଲା ଅନ୍ତରୀଣ ଜାମିନ: ସୁପ୍ରିମକୋର୍ଟ ରଖିଲେ ଏହି ସର୍ତ୍ତ ନୂଆଦିଲ୍ଲୀ: ନିଜ ଗୁରୁକୁଲର ଜଣେ ଛାତ୍ରୀଙ୍କ ସହ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମଙ୍କୁ ଜାମିନ ମିଳିଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ…