ଆଜିର ଖବର ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ, ଛଅଟି ସ୍ଥାନରେ ଚାଲିଛି ଛାନଭିନ୍ନ ଭୁବନେଶ୍ବର: ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ଜଣେ ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ବଲାଙ୍ଗୀର ଆୟୁର୍ବେଦ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ…