ଆଜିର ଖବର ୨୦ ତାରିଖ ଦିନ ରାଜଧାନୀରେ ଆନ୍ଦୋଳନ କରିବେ ୩ ହଜାର ଅସ୍ଥାୟୀ ଆୟୁଷ ଡାକ୍ତର ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆୟୁଷ ଚିକିତ୍ସକ ମହାସଂଘ ପକ୍ଷ ରୁ ରାଜ୍ୟରେ କାର୍ଯ୍ୟରତ ଆୟୁଷ, ଆରବିଏସକେ, ମୋବାଇଲ ହେଲଥରେ କାର୍ଯ୍ୟରତ ଡାକ୍ତର ମିଳିତ ଭାବେ ଲୋୟର…