ଆଜିର ଖବର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବ ଆୟୁଷ ଛାତ୍ର ସଂସଦ: ଜାଣନ୍ତୁ କାରଣ ଭୁବନେଶ୍ଵର: ରାଜ୍ୟ ସରକାର ଆୟୁଷ ଚିକିତ୍ସା ସେବା ଓ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡିକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଏବଂ ଲେକ୍ଚର, ପ୍ରଫେସର ସହିତ ଅନ୍ୟାନ୍ୟ ଅଣ…