ଆଜିର ଖବର ଆଜି ଭୁବନେଶ୍ୱରରେ ‘ଆୟୁଷ ଦୀକ୍ଷା’ ମାନବ ସମ୍ବଳ ବିକାଶ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବେ କେନ୍ଦ୍ର ଆୟୁଷ ମନ୍ତ୍ରୀ ଭୁବନେଶ୍ଵର: ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନ ଆୟୁର୍ବେଦ ଅନୁସନ୍ଧାନ ପରିଷଦର ମାନବ ସମ୍ବଳ ବିକାଶ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ ସମାରୋହ ଆଜି ପୂର୍ବାହ୍ନ ସାଢ଼େ…