ଆଜିର ଖବର ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କ ଆୟ ବଢ଼ାଇବାରେ ବିଶେଷ ସହାୟକ ହେଉଛି ଉଠା-ଜଳସେଚନ ପ୍ରକଳ୍ପ ସୁନ୍ଦରଗଡ଼: “ଆଗରୁ ପାଣି ଅସୁବିଧା ଯୋଗୁଁ ଭଲ ଚାଷବାସ ହେଉ ନଥିଲା। ଏପରିକି ଧାନ ଚାଷ କରିବାକୁ ମୋର ସାହସ ହେଉ ନଥିଲା। କିନ୍ତୁ, ଇଚ୍ଛା ନଦୀରେ…