ଆଜିର ଖବର ପୃଥିବୀ ଅବଲୋକନ ଉପଗ୍ରହ ଇଓଏସ୍-୦୮ ପଠାଇଲା ଇସ୍ରୋ ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ସକାଳ ୯ଟା ୧୭ ମିନିଟ୍ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଘୁ ଉପଗ୍ରହ…