ଅନ୍ତରାଷ୍ଟ୍ରୀୟ ଭାରତ ସହ ବାଣିଜ୍ୟ ପ୍ରସ୍ତାବକୁ ବାତିଲ କଲେ ଇମ୍ରାନ ଖାନ: ଅସନ୍ତୋଷ ବ୍ୟକ୍ତ କଲେ ପାକିସ୍ଥାନୀ ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ବିରୋଧ ପରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଚିନି ଏବଂ କପା ରପ୍ତାନି ପ୍ରସ୍ତାବକୁ ରଦ୍ଦ କରିଛି। ପୂର୍ବରୁ ପାକିସ୍ତାନର ଇକୋନୋମିକ…