ଇଗାସ୍ ପର୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ଦେଶବାସୀଙ୍କୁ ଇଗାସ୍ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ବିକାଶ ଏବଂ ଐତିହ୍ୟ ସହିତ ଭାରତ ଆଗକୁ ବଢ଼ିବାକୁ ପ୍ରତିବଦ୍ଧ ବୋଲି…