ଆଜିର ଖବର ଇଟା ଭାଟିରେ ବିସ୍ଫୋରଣ, ୭ ମୃତ, ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା ନୂଆଦିଲ୍ଲୀ: ବିହାରର ମୋତିହାରୀରେ ଏକ ବଡ ଦୁର୍ଘଟଣା ଘଟିଛି। ରାମଗଢୱା ନରିଲଗିରିରେ ଥିବା ଇଟା ଭାଟିରେ ବିସ୍ଫୋରଣ ଘଟିଛି। ଇଟାଭାଟିର ଚିମିନିରେ ବିସ୍ଫୋରଣ ହେତୁ ୭ ଜଣଙ୍କର…