ଆଜିର ଖବର ‘ଆଜି ଆକ୍ରମଣ ହେଲା, କାଲି ହତ୍ୟା ହୋଇପାରେ’: ଇଡି ଦଳ ଉପରେ ଆକ୍ରମଣ ପାଇଁ ଅଧୀର ରଂଜନଙ୍କ ମମତାଙ୍କୁ ଟାର୍ଗେଟ ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଉପରେ ଅଧୀର ରଂଜନ ଚୌଧୁରୀଙ୍କ ଆକ୍ରମଣ ଜାରି ରହିଛି। ଆସନ ବାଣ୍ଟିବା ନେଇ ମମତା ବାନାର୍ଜୀଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା…