ଅନ୍ତରାଷ୍ଟ୍ରୀୟ ଭୁବନେଶ୍ବରରେ ହେବାକୁ ଥିବା ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ 2023 ପାଇଁ ଟିକେଟ କିଣିଲେ ନବୀନ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ 2023 ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି। ଏହି କପ୍ ଭୁବନେଶ୍ୱରରେ 9-18 ଜୁନ୍ ମଧ୍ୟରେ ଖେଳାଯିବ। ଭାରତୀୟ…