ଆଜିର ଖବର ଭାଇରାଲ୍ ଭିଡିଓରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ, ୪୫ ଗିରଫ, ୩୦୦ ଲୋକଙ୍କ ନାମରେ କେସ୍ ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅକୋଲା ଘଟଣାରେ ଏପର୍ଯ୍ୟନ୍ତ ୪୫ ଜଣଙ୍କୁ ଗିରଫ କରାଯାଇଛି। ୩୦୦ ଲୋକଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ଗତକାଲି ସନ୍ଧ୍ୟା ଠାରୁ ଆଜି ରାତି…