ଆଜିର ଖବର ଟ୍ରେନ ଧକ୍କାରେ ଟ୍ରାକମ୍ୟାନଙ୍କ ପ୍ରାଣହାନୀ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳବାଇ ଥାନା ଅନ୍ତର୍ଗତ ଛତ୍ରପୁର ଉପକଣ୍ଠ ପୋଡାପଦର ରେଳ ରାସ୍ତା ତଦାରଖ କରିବା ବେଳେ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ…