ବିଶେଷ ଖବର ହିନ୍ଦୁ ଭୋଟ ହାତରୁ ଖସିବା ଭୟ: ରାମ ମନ୍ଦିର ପ୍ରସଙ୍ଗରେ ସାମ୍ ପିତ୍ରୋଦାଙ୍କ ବୟାନଠାରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିତ୍ରୋଦା ଦେଇଥିବା ବୟାନ ଏବେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି।…